Loading...

ଋଷ ବିମାନକୁ କବଜା କଲା ବ୍ରିଟେନ୍

ଋଷ ବିମାନକୁ କବଜା କଲା ବ୍ରିଟେନ୍

ୟୁକ୍ରେନ୍ ସହ ଋଷର ଯୁଦ୍ଧ ପରେ ୟୁକେ ଋଷର ବିମାନ ଉପରେ କଟକଣା ଲଗାଇଥିଲା । କିନ୍ତୁ ଧନୀ ଋଷର ନାଗରିକ ଅନ୍ୟ ଦେଶରେ ଚାର୍ଟାଡ୍ ପ୍ଲେନର ପଞ୍ଜିକରଣ କରିଥିବାରୁ ୟୁକେ ପହଞ୍ଚୁଥିଲେ । ଏଭଳି ବିମାନ ବ୍ରିଟେନ୍ ଉପରେ ଉଡ଼ିବା ନେଇ କଟକଣା ଲଗା ଯାଇଥିଲା । ସେଭଳି ବିମାନକୁ ମଧ୍ୟ ଜବତ କରିବ ବୋଲି ବ୍ରିଟେନ୍ ଚେତାବନୀ ଦେଇଥିଲା । ଆଜି ସେହିଭଳି ହୋଇଛି ।

ରୁଷ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ କାନାଡା

ରୁଷ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ କାନାଡା

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସମର୍ଥନ ଜଣାଉଛନ୍ତି । ଏହାରି ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ଘୋଷଣା କରିଛନ୍ତି।

ଋଷର ମେଜର ଜେନେରାଲଙ୍କୁ ହତ୍ୟା କଲା ୟୁକ୍ରେନ ସେନା

ଋଷର ମେଜର ଜେନେରାଲଙ୍କୁ ହତ୍ୟା କଲା ୟୁକ୍ରେନ ସେନା

ଋଷ ସେନାକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ । ଜଣେ ମେଜର ଜେନେରାଲଙ୍କୁ ହତ୍ୟା କଲା ୟୁକ୍ରେନ ସେନା ।  ବେଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଥିବା ନେଇ ୟୁକ୍ରେନର ଦାବି । ପ୍ରତିରକ୍ଷା ମନ୍ତ୍ରାଳୟର ଗୁଇନ୍ଦା ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ଦେଇଛି ‘ଦି କିଭ ଇଣ୍ଡିପେଣ୍ଡେଂଟ’ ।