Loading...

ଏୟାରଫିଲ୍ଡ ଛାଡୁଛନ୍ତି ରୁଷୀୟ ହେଲିକାପ୍ଟର

ଏୟାରଫିଲ୍ଡ ଛାଡୁଛନ୍ତି ରୁଷୀୟ ହେଲିକାପ୍ଟର

ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୨୮ ଦିନରୁ ଯୁଦ୍ଧ ଚାଲିଛି। କିନ୍ତୁ ଏବେ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ଯେ ଚର୍ନୋବାଇଭକାର ଏୟାରଫିଲ୍ଡ ସାଟେଲାଇଟ୍‌ ଇମେଜ୍‌ରେ ରୁଷୀୟ ହେଲିକାପ୍ଟର ଆଉ ଦେଖାଯାଉ ନାହିଁ, ଯାହାକି ପୂର୍ବରୁ ସ୍ପଷ୍ଟ ଦେଖାଯାଉଥିଲା।

ମାରିୟୁପୋଲ ସହର ଉପରେ ପୁଟିନ ସେନାର ବୋମା ବର୍ଷା

ମାରିୟୁପୋଲ ସହର ଉପରେ ପୁଟିନ ସେନାର ବୋମା ବର୍ଷା

୨୮ଦିନରେ ପହଁଚିଛି ୟୁକ୍ରେନ-ରୁଷ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ, ବୋମା ଓ ରକେଟ ମାଡ କରୁଛି ରୁଷ । ପୁଟିନବାହୀନି ଗୋଟେ ପରେ ଗୋଟେ ସହରକୁ ଅକ୍ତିଆର କରୁଥିବାବେଳେ ମାକାରିଭ ଓ ମାରିୟୁପୋଲକୁ କବଜା କରିଥିବା ଲକ୍ଷ୍ୟରେ ଆକ୍ରମଣ ବୃଦ୍ଧି କରିଛି ।

ମହାଶୂନ୍ୟକୁ ‘ଜେଡ୍‌’ ଲେଖାଥିବା ରକେଟ୍‌ ଉତ୍‌କ୍ଷେପଣ କଲା ରୁଷ୍‌

ମହାଶୂନ୍ୟକୁ ‘ଜେଡ୍‌’ ଲେଖାଥିବା ରକେଟ୍‌ ଉତ୍‌କ୍ଷେପଣ କଲା ରୁଷ୍‌

ଆଜି ଆର୍ଖାନ୍‌ଗେଲ୍‌ସ୍କ୍‌ ଓବ୍ଲାଷ୍ଟ୍‌ର ମିର୍ନିରେ ଥିବା ‘ପ୍ଲେସ୍ତେସ୍କ୍‌ କସ୍ମୋଡ୍ରମ୍‌’ରୁ ରୁଷ୍‌ ମହାଶୂନ୍ୟକୁ ‘ସୋୟୁଜ୍‌-୨.୧ଏ’ ନାମକ ଗୋଟାଏ ମହାକାଶଯାନ ବହନକାରୀ ରକେଟ୍‌ ଉତ୍‌କ୍ଷେପଣ କରିଛି।

ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ଋଷର ଘନଘନ ବୋମା ମାଡ଼

ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ଋଷର ଘନଘନ ବୋମା ମାଡ଼

ପୂର୍ବ ୟୁକ୍ରେନର ଗୋଟିଏ ସହର ଉପରେ ରୁଷ ସେନା ଘନଘନ ବୋମା ମାଡ଼ କରିବାରୁ ପ୍ରାୟ ୨୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୫ ଜଣ ଆହତ ହୋଇଛନ୍ତି।ରୁଷର ବୋମା ଖାରକିଭ ନିକଟରେ ଥିବା ମେରେଫା ସହରର ଗୋଟିଏ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ପଡ଼ିବାରୁ ଏପରି ଅଘଟଣ ଘଟିଛି।

ୟୁକ୍ରେନର ଆଶ୍ରୟସ୍ଥଳୀରେ ବିସ୍ଫୋରଣ; ମାଟିତଳେ ଚାପି ହୋଇଗଲେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକେ

ୟୁକ୍ରେନର ଆଶ୍ରୟସ୍ଥଳୀରେ ବିସ୍ଫୋରଣ; ମାଟିତଳେ ଚାପି ହୋଇଗଲେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକେ

ଆମେରିକା ଓ ୟୁରୋପୀୟ ଦେଶର ଚାପ ସତ୍ତ୍ୱେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି ଋଷ । ଋଷ ସେନା ଥିଏଟର ଉପରେ ଆକ୍ରମଣ କରିଥିବା ୟୁକ୍ରେନ ଦାବି କରିଛି । ନୀରିହ ନାଗରିକଙ୍କ ଉପରେ ବୋମାମଡ କରୁଛି ।

ୟୁକ୍ରେନକୁ ୮୦ କୋଟି ଡଲାର ଓ ଯୁଦ୍ଧ ବିମାନ ଦେବ ଆମେରିକା

ୟୁକ୍ରେନକୁ ୮୦ କୋଟି ଡଲାର ଓ ଯୁଦ୍ଧ ବିମାନ ଦେବ ଆମେରିକା

ୟୁକ୍ରେନକୁ ଅଧିକରୁ ଅଧିକ ସହାୟତା ଯୋଗାଇବ ଆମେରିକା । ପ୍ରଦାନ କରିବ ୮୦ କୋଟି ଡଲାର । ଏପରିକି ଯୁଦ୍ଧ ବିମାନ ମଧ୍ୟ ଯୋଗାଇବାକୁ ରାଜି ହୋଇଛି । ଆମେରିକୀୟ କଂଗ୍ରେସରେ ଜେଲେନସ୍କିଙ୍କ ଉଦବୋଧନ ପରେ ୟୁଏସ ସହାୟତାର ହାତ ବଢାଇଛି ।

ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ଚେତାବନୀ ଦେଲା ICJ

ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ଚେତାବନୀ ଦେଲା ICJ

ୟୁକ୍ରେନ ଉପରେ ଫେବୃଆରୀ ୨୪ ଠାରୁ ରୁଷ କରୁଥିବା ହମଲାକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା।

୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ: ଯୁଦ୍ଧ ଲଢ଼ିବାକୁ ଋଷ ପାଖରେ ମାତ୍ର ୧୦ ଦିନର ଅସ୍ତ୍ରଶସ୍ତ୍ର ଅଛି

୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ: ଯୁଦ୍ଧ ଲଢ଼ିବାକୁ ଋଷ ପାଖରେ ମାତ୍ର ୧୦ ଦିନର ଅସ୍ତ୍ରଶସ୍ତ୍ର ଅଛି

ଆଉ ମାତ୍ର ୧୦ ଦିନ ପାଇଁ ହିଁ ଯୁଦ୍ଧ କରିପାରିବ ଋଷ | କାରଣ ଧୀରେ ଧୀରେ ସରିବାକୁ ବସିଲାଣି ଋଷର ଅସ୍ତ୍ରଶସ୍ତ୍ର ଭଣ୍ଡାର | ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।