Loading...

୧୬ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ

୧୬ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ

ଚାଲିଛି ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଘମାଘୋଟ ଲଢ଼େଉ । ଆଜିକୁ ୧୬ ଦିନରେ ପହଞ୍ଚିଲାଣି ଯୁଦ୍ଧ । ଏହାରି ଭିତରେ ଉଭୟ ଦେଶର ଅନେକ ସୈନିକ ଓ ସାଧାରଣ ଲୋକଙ୍କ ଜୀବନ ଗଲାଣି ।

‘ଅପରେସନ ଗଙ୍ଗା’ର ଶେଷ ଉଡ଼ାଣ ଆଜି: ୟୁକ୍ରେନ୍‌ ଛାଡ଼ିଲେ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର ସମେତ ସରକାରୀ କର୍ମଚାରୀ

‘ଅପରେସନ ଗଙ୍ଗା’ର ଶେଷ ଉଡ଼ାଣ ଆଜି: ୟୁକ୍ରେନ୍‌ ଛାଡ଼ିଲେ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର ସମେତ ସରକାରୀ କର୍ମଚାରୀ

ଆସନ୍ତାକାଲି ଗୁରୁବାର ଶେଷ ହେବ ଭାରତର ଅପରେସନ ଗଙ୍ଗା। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଶେଷ ହେବ । ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ ।

ରୁଷ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ କାନାଡା

ରୁଷ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ କାନାଡା

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସମର୍ଥନ ଜଣାଉଛନ୍ତି । ଏହାରି ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ଘୋଷଣା କରିଛନ୍ତି।

୧୨ ଘଣ୍ଟିଆ ଯୁଦ୍ଧବିରତି ପାଇଁ ସହମତି ପୁଟିନ

୧୨ ଘଣ୍ଟିଆ ଯୁଦ୍ଧବିରତି ପାଇଁ ସହମତି ପୁଟିନ

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୧୪ ଦିନ ପୂରିଥିବା ବେଳେ ସଙ୍କଟର ସମାଧାନ ପାଇଁ କିବ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ରୁଷ କଥାବାର୍ତ୍ତା ଜାରି ରଖିଛି। କଥାବାର୍ତ୍ତାରେ ଅଗ୍ରଗତି ହେଉଥିବାର ମଧ୍ୟ ସଙ୍କେତ ମିଳିଲାଣି।

ଆଜି ପୁଣି ୫ଟି ସହରରେ ଯୁଦ୍ଧବିରତି ଘୋଷଣା କଲା ଋଷ

ଆଜି ପୁଣି ୫ଟି ସହରରେ ଯୁଦ୍ଧବିରତି ଘୋଷଣା କଲା ଋଷ

ବିନା ବିଦ୍ୟୁତ, ପାଣି ଓ ଖାଦ୍ୟରେ ବିଭିନ୍ନ ସହରରେ ହଜାର ହଜାର ଲୋକ ଫସି ରହିଛନ୍ତି । ରୁଷର ଘୋଷଣା ପରେ ଏହି ସବୁ ସହରରୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁକ୍ରେନ୍ ସୈନ୍ୟମାନେ ବସ୍, ଟ୍ୟାକ୍ସି ଯୋଗେ ଲୋକଙ୍କୁ ନିରାପଦ ସ୍ଥାନକୁ ପଠାଉଛନ୍ତି ।

ୟୁକ୍ରେନ ସେନା ସାମିଲ ହୋଇ ଋଷ ବିରୋଧରେ ଲଢୁଛନ୍ତି ଭାରତୀୟ

ୟୁକ୍ରେନ ସେନା ସାମିଲ ହୋଇ ଋଷ ବିରୋଧରେ ଲଢୁଛନ୍ତି ଭାରତୀୟ

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଉଭୟ ଦେଶ ମଧ୍ୟରେ ଆଜି ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି।

ପୁଣି ଫେଲ ମାରିଲା ଋଷିଆ–ୟୁକ୍ରେନ ତୃତୀୟ ବୈଠକ

ପୁଣି ଫେଲ ମାରିଲା ଋଷିଆ–ୟୁକ୍ରେନ ତୃତୀୟ ବୈଠକ

ଗତକାଲି ତୃତୀୟ ପର୍ଯ୍ୟାୟ ପାଖାପାଖି ୩ ଘଂଟା ଧରି ଚାଲିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏହାରି ଭିତରେ ମାର୍ଚ୍ଚ ୧୦ରେ ତୁର୍କୀରେ ବୈଠକ ବସିବ ବୋଲି ଜଣାପଡିଛି ।

ଋଷରେ ବନ୍ଦ ହେଲା ଭିସା ଓ ମାଷ୍ଟର କାର୍ଡର ସେବା

ଋଷରେ ବନ୍ଦ ହେଲା ଭିସା ଓ ମାଷ୍ଟର କାର୍ଡର ସେବା

ମାଷ୍ଟରକାର୍ଡ ଶନିବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ରୁଷିଆ ବ୍ୟାଙ୍କଗୁଡିକ ଦ୍ୱାରା ଜାରି କରାଯାଇଥିବା କାର୍ଡଗୁଡ଼ିକ ଆଉ ଏହାର ନେଟୱାର୍କ ମାଧ୍ୟମରେ କାମ କରିବ ନାହିଁ। କେବଳ ସେତିକି ନୁହେଁ ଦେଶ ବାହାରେ ବି ଋଷୀୟ ବ୍ୟାଙ୍କମାନେ ଯେଉଁ ଭିସା କାର୍ଡ ଜାରି କରିଛନ୍ତି ତାହା ଋଷର କୌଣସି ଷ୍ଟୋର ବା ଏଟିଏମରେ କାମ କରିବ ନାହିଁ ।