Loading...

ରୁଷିଆ -ୟୁକ୍ରେନ୍ ଉପରେ ଆକ୍ରମଣ କରୁଥିବା ବେଳେ ନାଟୋ କେବଳ କଟକଣା ଲାଗୁ କରି ନାଟ ଦେଖୁଛି

ରୁଷିଆ -ୟୁକ୍ରେନ୍ ଉପରେ ଆକ୍ରମଣ କରୁଥିବା ବେଳେ ନାଟୋ କେବଳ କଟକଣା ଲାଗୁ କରି ନାଟ ଦେଖୁଛି

ନାଟୋ ଏକ କାଗଜ ବାଘ ଛଡ଼ା ଆଉ କିଛି ନୁହେଁ। ଆମେରିକା ବି ଚୁପ୍ ହୋଇ ବସିବା ଉଚିତ ନୁହେଁ। ଆମେରିକା ଏଫ୍-୨୨ ଲଢ଼ୁଆ ଜେଟ୍‌ରେ ଚୀନ୍‌ର ପତାକା ଲଗାଇ ରୁଷ୍ ଉପରେ ବୋମାମାଡ଼ କରିବା ଉଚିତ। ତା’ପରେ ଆମେ କହିବା ଚୀନ୍ ଏହା କରିଛି।

ଋଷଠାରୁ ଓଡେଶାକୁ ରକ୍ଷା କରିବା ପାଇଁ ବାରିକେଡ୍‌ ନିର୍ମାଣ କରୁଛନ୍ତି ଛୋଟ ପିଲା

ଋଷଠାରୁ ଓଡେଶାକୁ ରକ୍ଷା କରିବା ପାଇଁ ବାରିକେଡ୍‌ ନିର୍ମାଣ କରୁଛନ୍ତି ଛୋଟ ପିଲା

ଆମେ ଓଡେଶାକୁ ରକ୍ଷା କରିବୁ, ସବୁ ଠିକ୍‌ ହୋଇଯିବ ବୋଲି ବାରିକେଡ୍‌ ନିର୍ମାଣରେ ସହାୟତା କରୁଥିବା ଜଣେ ୧୧ ବର୍ଷୀୟ ବାଳିକା କହିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ୟୁକ୍ରେନର ସୁମିରେ ବଡ଼ ଧରଣ ଆକ୍ରମଣ କରିବ ଋଷ ସେନା

ୟୁକ୍ରେନର ସୁମିରେ ବଡ଼ ଧରଣ ଆକ୍ରମଣ କରିବ ଋଷ ସେନା

ୟୁକ୍ରେନର ବିଭିନ୍ନ ସହରରେ ଆକ୍ରମଣ କରୁଛନ୍ତି ଋଷ ସେନା । ଗୋଟିଏ ପରେ ଗୋଟିଏ ସହର ନିଜ କବ୍ଜାକୁ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଆଜି ୟୁକ୍ରେନର ସୁମିରେ ବଡ଼ ଧରଣ ଆକ୍ରମଣ ଯୋଜନା କରୁଛି ଋଷ ସେନା । ଏଥିପାଇଁ ସୁମିରେ ହାଇ ଆଲର୍ଟ ଜାରି କରାଯାଇଛି ।

ନୋଟ୍ ଟୁ ଓ୍ଵାର…ସନ୍ଦେଶ ଦେଇ ସିଧା ପ୍ରସାରଣରେ ଇସ୍ତଫା ଦେଲେ ରୁଷ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀ

ନୋଟ୍ ଟୁ ଓ୍ଵାର…ସନ୍ଦେଶ ଦେଇ ସିଧା ପ୍ରସାରଣରେ ଇସ୍ତଫା ଦେଲେ ରୁଷ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀ

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଏଥିରେ ଅନେକ ସହର ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲାଣି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରୁଛନ୍ତି। ଚାରି ଆଡେ ହେଉଛି ଖାଲି ରୁଷର ନିନ୍ଦା।

ରୁଷର କାଳ ସାଜିଛି ଆମେରିକାର ‘ଜାଭେଲିନ ମିସାଇଲ’

ରୁଷର କାଳ ସାଜିଛି ଆମେରିକାର ‘ଜାଭେଲିନ ମିସାଇଲ’

ୟୁକ୍ରେନ ପାଖରେ ଆମେରିକାର ଘାତକ ଜାଭେଲିନ ମିସାଇଲ। ଏହି ମିସାଇଲ ଏବେ ରୁଷ ସେନାର କାଳ ସାଜିଛି। ରୁଷ ତୁଳନାରେ ୟୁକ୍ରେନର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର କମ। ହେଲେ ଆମେରିକାର ସହଯୋଗ ୟୁକ୍ରେନକୁ କରିଛି ଅଧିକ ସଶକ୍ତ।

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦଶମ ଦିନରେ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି ।