Tag Archives: Sadak siquel

Archives

  • ସଡକ ସିନେମାର ସୀକ୍ୱେଲରେ ନଜର ଆସିବେ ସଂଜୟ ଦତ

    ୨୭ ବର୍ଷ ପରେ ପୁଣି ‘ସଡକ ୨’ରେ ସଂଜୟ ଦତ ୨୭ ବର୍ଷ ପରେ ସଂଜୟ ଦତ ଓ ପୂଜା ଭଟ୍ଟଙ୍କ ଯୋଡିକୁ ଆଉ ଥରେ ପୁଣି ଦର୍ଶକଙ୍କୁ ଦେଖିବାକୁ ପାଇବେ । କାରଣ ବଲିଉଡର ବିଶିଷ୍ଟ ଡାଇରେକ୍ଟର ମହେଶ ଭଟ୍ଟ ୧୯୯୧ ରେ ହିଟ୍ ଫିଲ୍ମ ସଡକର ସୀକ୍ୱେଲ ତିଆରି କରିବାକୁ ଯାଉଛନ୍ତି । ଫିଲ୍ମିର ବାକି କଳାକାରଙ୍କ ବିଷୟରେ କିଛି କୁହାଯାଇନାହିଁ । କିନ୍ତୁ ସଡକ ୨’ସେଟର କିଛି ଫୋଟ ...