Tag : Saina Nehwal

SPORTS

ବିବାହ ବନ୍ଧନରେ ସାଇନା-କାଶ୍ୟପ

ENO Beuro
ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କ୍ରିଡା ଦମ୍ପତି ଆସନ୍ତା ୧୬ ତାରିଖରେ ବିବାହ କରିବେ ବୋଲି ଘୋଷଣା କରିଥିଲେ।