Tag Archives: Salman khan to help veergati co star

Archives

  • ପୁଜା ଦଦୱାଲଙ୍କୁ ସହାୟତା କଲେ ସଲମାନ ଖାନ

     ସହାୟତା ପାଇଁ ଆଗକୁ ଆସିଲେ ଭାଇଜାନ ବିଙ୍ଗ ହ୍ୟୁମାନ ଫେମ ସଲମାନ ଖାନ ସହ-ଅଭିନେତ୍ରୀ ପୁଜା ଡଡୱାଲଙ୍କ ସହାୟତା  ପାଇଁ ସଲମାନ ନିଜ ଟିମକୁ ହସ୍ପିଟାଲକୁ ପଠାଇଲେ । ପ୍ରକୃତରେ ପୂଜାଙ୍କ ଏଭଳି ସମୟରେ ସଲମାନ୍ ଥାଇଲାଣ୍ଡର ଘଞ୍ଚ ଜଙ୍ଗଲରେ ସୁଟିଂ କରୁଥିଲେ। ତେବେ ସଲମାନଙ୍କ ନିକଟରେ ଖବର ପହଞ୍ଚିବା କ୍ଷଣି ତୁରନ୍ତ ସେ ପୂଜାଙ୍କୁ ଯୋଗାଯୋଗ କରି ସମସ୍ତ ପ୍ରକାର ...