Entertainment

ଅମୀରଙ୍କ ପରେ ଚୀନରେ ସଲମାନ ଖାନଙ୍କ ସିନେମା , ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ

ENO Beuro
ଚୀନ ବକ୍ସ ଅଫିସରେ ସଲମାନ ଖାନଙ୍କ ଜଲୱା ଅମୀର ଖାନଙ୍କ ପରେ ଏବେ ବଲିଉଡର ସୁଲତାଦ ସଲମାନ ଖାନଙ୍କ ସିନେମା ଚୀନରେ ରିଲିଜ ହୋଇଛି । ଚୀନର ଲୋକମାନେ ସଲମାନଙ୍କୁ ହୃଦୟର ସହିତ ସ୍ୱାଗତ ମଧ୍ୟ କରିଛନ୍ତି

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More