Loading...

ସାମ୍ସ ନିୟମ ଉଲ୍ଲଂଘନ କରିଥିବା ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି

ସାମ୍ସ ନିୟମ ଉଲ୍ଲଂଘନ କରିଥିବା ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି

ସାମ୍ସ ନିୟମ ଉଲ୍ଲଘଂନ ପଡ଼ିଲା ମହଙ୍ଗା (SAMS rule violation) । ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସାମ୍ସ ନିୟମ ଉଲ୍ଲଂଘନ କରି ୨୦୨୨-୨୩ ଶିକ୍ଷାବର୍ଷରେ ପିଲାଙ୍କ ନାମ ଲେଖାଇଥିବାରୁ ୧୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।