Tag : sandhya darsan of lord jagarnath

CULTURES

ଆଜି ସନ୍ଧ୍ୟା ଦର୍ଶନ: ସଞ୍ଜ ୭ଟାରୁ ଦର୍ଶନ ବନ୍ଦ, ରହିବନି ଦାନବାକ୍ସ ହେବନି ଟିକେଟ ବିକ୍ରୟ

ENO Beuro
ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ। ଆଜି ନବମୀ ତିଥିରେ ମହାପ୍ରଭୁ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ରବିବାର ବାହୁଡ଼ା ଦଶମୀରେ ବାହାରିବେ ଶ୍ରୀମନ୍ଦିର ଅଭିମୁଖେ।