Tag : sanitary napkin vending machine at railway station

News

ଭୁବନେଶ୍ୱରରେ ଆରମ୍ଭ କରାଗଲା ହାପିନାରୀ ବ୍ୟବସ୍ଥା : ରେଳ ଷ୍ଟେସନ୍‌ରେ ଲାଗିଲା ନାପକିନ୍‌ ଭେଣ୍ଡିଂ ମେସିନ୍‌

ENO Beuro
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ପରେ ଏବେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ମଧ୍ୟ ମହିଳାଙ୍କୁ ମିଳି ପାରିବ ସାନିଟାରୀ ନାପକିନ୍‌। ଭୁବନେଶ୍ୱର ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ନଂ-୧ରେ ଥିବା ଦ୍ୱିତୀୟ ଶ୍ରେଣୀ ମହିଳା