ନ୍ୟୁଜ୍ ଚୀନର ୨୩୨ଟି ଆପ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ 06 Feb, 2023 5 mins read 175 views ଭାରତ ସରକାର ଚୀନ ସହିତ ଯୋଗାଯୋଗ ରଖୁଥିବା ଲୋନ ଓ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ଆପଗୁଡ଼ିକ ଉପରେ ତନାଘନା କରିଥିଲା।