Tag : satya mev jayate

Entertainment

ବକ୍ସ ଅଫିସରେ ‘ସତ୍ୟମେବ ଜୟତେ’କୁ ପଛରେ ପକେଇଲା ଅକ୍ଷୟ କୁମାରଙ୍କ ଫିଲ୍ମ‘ଗୋଲ୍ଡ’

ENO Beuro
ସ୍ବାଧୀନତା ଦିବସ ଅବସରରେ ବୁଧବାର ସିଲ୍‌ଭର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ’। ‘ଗୋଲ୍ଡ’ରେ ଦେଶପ୍ରେମ ଭରପୂର ରହିଥିବାବେଳେ ସ୍ପୋର୍ଷ୍ଟ, ଡ୍ରାମା ଏବଂ ଇତିହାସ ସବୁକିଛି