ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା
ଧର୍ମା ପ୍ରଡକ୍ସନସ୍ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ଏକ ବଡ଼ ବଜେଟ୍ର ଫିଲ୍ମ ଥିଲା। ରିପୋର୍ଟ ମୁତାବକ, ଫିଲ୍ମ ପାଖାପାଖି ୧୨୦ କୋଟି ବଜେଟ୍ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍ରେ ନିଜର ମୂଲ୍ୟ ସୁଦ୍ଧା ସଂଗ୍ରହ କରିବାରେ ସଫଳ ହୋଇପାରି ନ ଥିଲା।