• Home
  • sc says railway must pay compensation for death in train
News

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ:ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ ହେଲେ ରେଲ ବିଭାଗ ଦେବ କ୍ଷତିପୂରଣ!

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ସୁପ୍ରିମକୋର୍ଟ ଭାରତୀୟ ରେଳବାଇକୁ ନିର୍ଦ୍ଦେଶ ଦେଇଛି କି ଟ୍ରେନରେ ଯାତ୍ରା ସମୟରେ ଦୁର୍ଘଟଣା ବଶତଃ ହେଉଥିବା ଯାତ୍ରୀଙ୍କ ମୃତ୍ୟୁରେ ପାଇଁ ରେଳ ବିଭାଗ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More