Tag Archives: sc seeks reason from odhisa

Archives

  • ଲୋକୟୁକ୍ତ ନିଯୁକ୍ତି ମାମଲା:ଓଡ଼ିଶାକୁ ଜବାବ୍‌ ମାଗିଲେ ସୁପ୍ରିମ୍‌କୋର୍ଟ

    ଲୋକଯୁକ୍ତ କାହିଁକି ନିଯୁକ୍ତି କରିନାହଁ ତାହା ଜଣାଇବା ଲାଗି ସୁପ୍ରିମ୍‌କୋର୍ଟ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସର ଜବାବ ଦାଖଲ କରିବାକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଅନ୍ୟ ପକ୍ଷେ ,ଏ ସମ୍ପର୍କରେ ଓଡ଼ିଶା ପକ୍ଷରୁ ଅଦାଲତରେ କୌଣସି ସୂଚନା ନଥିବାରୁ ଲୋକପାଳ ନିଯୁକ୍ତି ...