Tag : school college closed

News

ବାଜପେୟୀଙ୍କ ପରଲୋକ: ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ,ଅଫିସ ଓ ସରକାରୀ କାର୍ୟ୍ୟାଳୟ

ENO Beuro
ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ପରଲୋକ ପାଇଁ  ଆଜି ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି। ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକପାଳନ ପାଇଁ ମଧ୍ୟ ଘୋଷଣା କରାଯାଇଛି