Tag : section377

News

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ

ENO Beuro
ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ଆଇପିସି ଧାରା ୩୭୭ ଉପରେ ଆଜି ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସୁପ୍ରିମ କୋର୍ଟ ଏହାକୁ ଅପରାଧ ଶ୍ରେଣୀରୁ ବାହାର କରି ଦେଇଛନ୍ତି