Tag Archives: Seven drinks for prevent kidney problem

Archives

  • କେଉଁ ପାନୀୟ ଦ୍ରବ୍ୟ କିଡ଼ନୀ ସମସ୍ୟା ଦୂର କରିଥାଏ ଜାଣନ୍ତୁ ?

    ମଣିଷ ଶରୀର କିଡ଼ନୀ ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ । କିଡ଼୍‌ନୀ ଶରୀର ସମସ୍ତ ବର୍ଜ୍ୟବସ୍ତୁ ଛାଣି ବାହାର କରିଥାଏ । ଖରାପ ଖାଦ୍ୟ ଓ ବିଭିନ୍ନ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ କିଡ଼୍‌ନୀ ଖରାପ ହେବାର ସମ୍ଭାବନା ଥାଏ । କିଡ଼ନୀରେ ସମସ୍ୟା ଆସିଲେ ମଣିଷ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥାଏ । ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍ୟୁବେଦ ଡକ୍ଟର ଆର୍‌ ଏସ୍‌ ଚୁଲେଟ୍‌ ...