Tag : several people shot at in toront

News

କାନାଡା ଟରୋଣ୍ଟୋରେ ଗୁଳିକାଣ୍ଡ, ୨ ମୃତ ୧୩ରୁ ଅଧିକ ଆହତ

ENO Beuro
କାନାଡାର ଟୋରୋଣ୍ଟୋ ସହରର ଗ୍ରୀକ୍‌ଟାଉନ୍ ଅଞ୍ଚଳରେ ରବିବାର ରାତିରେ ଏକ ରେଷ୍ଟୁରାଣ୍ଟ୍‌ ବାହାରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।