Tag : shah mehmood qureshi article 370 jammu kashmir tension

POLITICALS

ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ସାଥ୍‌ ଦେଉନାହାନ୍ତି ଦୁନିଆର କୌଣସି ଦେଶ

Ratnamani Moharana
ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  ପରେ ତାଟିଆ କାମୁଡିଲା ପରି ହେଉଛି ପାକ୍‌ । ପ୍ରତିଶୋଧ ପରାୟଣ ହୋଇଉଠିଛି ପାକିସ୍ତାନ । ଏନେଇ ଅନ୍ତରାଷ୍ଟ୍ରୀୟ ସ୍ତରେର ଭାରତକୁ ଘେରିବାକୁ ଲାଗିପଡିଛି ପାକ୍‌ ।