Tag Archives: shami suffer head injure on road accident

Archives

  • କାର ଦୁର୍ଘଟଣାରେ ସାମି ଆହତ,ମୁଣ୍ଡରେ ଲାଗିଛି ଆଘାତ!

    ଅଳ୍ପକେ ଦୁର୍ଘଟଣାରେ ବର୍ତ୍ତିଲେ ସାମି ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଗତକାଲି ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସେ ଅଭ୍ୟାସ ଲାଗି ଶୁକ୍ରବାର ଡେରାଡୁନସ୍ଥିତ ଅଭିମନ୍ୟୁ କ୍ରିକେଟ ଏକାଡେମୀକୁ ଆସିଥିଲେ। ସାମି ଟ୍ରେନିଂ ସାରି ଦିଲ୍ଲୀ ଫେରୁଥିବାବେଳେ ତାଙ୍କ କାର ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ...