Tag : shardha kapor turns 31

Entertainment

୩୧ ବର୍ଷରେ ପାଦ ରଖିଛନ୍ତି ଆଶିକି ଗର୍ଲ ଶ୍ରଦ୍ଧା କପୁର! ନିଜର ଆକର୍ଷଣୀୟ ଅଭିନୟ ପାଇଁ ବଲିଉଡରେ ବେଶ ଲୋକପ୍ରିୟ

ENO Beuro
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ୩୧ ବର୍ଷରେ ପାଦ ରଖିଛନ୍ତି। ୧୯୮୭ ମାର୍ଚ ୩ରେ ତାଙ୍କର ଜନ୍ମ ହେଇଥିଲା। ଏହି ସୁନ୍ଦରୀ ଜଣଙ୍କ ନିଜ କେରିୟାର ପ୍ରଥମେ ଚଳଚ୍ଚିତ୍ର ଆଶିକି-ଟୁ ରୁ ଆରମ୍ଭ କରିଥିଲେ।