ଶିଳ୍ପା, ହିନାଙ୍କ ମଧ୍ୟରେ ତୁଟିନି ବିବାଦ ! ପାର୍ଟିକୁ ହିନାଙ୍କୁ କରିବେ ନାହିଁ ନିମନ୍ତ୍ରଣ : ଶିଳ୍ପା ସିନ୍ଧେ
ବିଗବସ ସିଜିନ-୧୧ରେ ସଲମାନ ଶିଲ୍ପା ସିନ୍ଧେଙ୍କୁ ବିଜୟୀନି ଘୋଷଣା କରିଥିଲେ । ଫାଇନାଲ ରାଉଣ୍ଡରେ ଲୋକପ୍ରିୟ ଅଭିନେତ୍ରୀ ଟେଲି ଶିଳ୍ପା ଓ ହିନା ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । କିନ୍ତୁ ଶିଳ୍ପା, ହିନାଙ୍କୁ