Tag : shooting set

News

ସୁଟିଂ ସେଟରେ ଅଘଟଣ :ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅନୁଭବ 

ENO Beuro
ସୁଟିଂ ସେଟରେ ପୁଣି ଅଘଟଣ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ଅନୁଭବ। ସୂଚନା ଅନୁଯାୟୀ ଅଭିନେତା ଅନୁଭବ କାଶ୍ମୀରର ଦୁଢପଟନୀ ଅଞ୍ଚଳକୁ ‘ପ୍ରେମ କୁମାର’ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ। ସେଠାରୁ ସୁଟିଂ ସାରି