Loading...

ଆଜି ଡିସେମ୍ବର ୨୨ ବର୍ଷରେ ସବୁଠୁ ଛୋଟ ଦିନ ଓ ବଡ଼ ରାତି

ଆଜି ଡିସେମ୍ବର ୨୨ ବର୍ଷରେ ସବୁଠୁ ଛୋଟ ଦିନ ଓ ବଡ଼ ରାତି

ଆଜି ହେବ ସବୁଠୁ ବଡ଼ ରାତି। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ‌ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍‌। ଅର୍ଥାତ୍‌ ୧୩ ଘଣ୍ଟା ୧୯ ମିନିଟ୍‌ ରହିବ ରାତିର ଅବଧି।