Loading...

ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର

ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର

କର୍ଣ୍ଣାଟକା ହାଇ ପଲଟିକାଲ ଡ୍ରାମାରେ ବାଜିମାରିନେଲେ ସିଦ୍ଦରମୈୟା। ଶେଷରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ କରିଛି କଂଗ୍ରେସ। ଶିବକୁମାରଙ୍କୁ କଂଗ୍ରେସ ପକ୍ଷରୁ ଡେପୁଟି ସିଏମ୍‌ ହେବାନେଇ ସୂଚନା ମିଳିଛି।