Loading...

ଭୁବନେଶ୍ୱରରେ ଆରମ୍ଭ ହେଲା ଶିଶିର ସରସ ମେଳ

ଭୁବନେଶ୍ୱରରେ ଆରମ୍ଭ ହେଲା ଶିଶିର ସରସ ମେଳ

ପଞ୍ଚାୟତିରାଜ ବିଭାଗ ଓ ଓରମାସ ପକ୍ଷରୁ ଆୟୋଜିତ ଏହି ମେଳା ୨୯ ତାରିଖ ଯାଏଁ ଚାଲିବ । ମେଳାରେ ଚଳିତ ବର୍ଷ ମୋଟ ୩୫୦ ଟି ଷ୍ଟଲ ପଡିଥିବାବେଳେ ସେଥି ମଧ୍ୟରୁ ରାଜ୍ୟ ବାହାରୁ ୧୧୫ ଟି ଷ୍ଟଲ, ରାଜ୍ୟର ୧୯୦ ଟି ଷ୍ଟଲ ରହିଛି ।