Tag : small thing

LIFESTYLE

କଥା କଥାରେ କାନ୍ଦୁଥିବା ଝିଅଙ୍କ ପାଖରେ ରହିଥାଏ ଏହି ସବୁ ଗୁଣ !

ENO Beuro
ଆପଣ ଲଖ୍ୟ କରିଥିଲେ କିଛି ଝିଅମାନେ କଥା କଥାରେ କାନ୍ଦିଥାନ୍ତି । କାରଣ ଅଧିକ କାନ୍ଦୁବା ଏହି ଝିଅମାନଙ୍କ ସ୍ୱଭାବ । ଖାସ କରି ଏହି ଝିଅମାନେ ଶାନ୍ତ ଓ ଟିକେ ଲାଜୁଆ ଥାଆନ୍ତି।