ଅକ୍ଟୋବର ୧୪ରେ ସୂର୍ଯ୍ୟପରାଗ : ଦିଶିବ ମହାଜାଗତିକ ଦୃଶ୍ୟ ‘ରିଙ୍ଗ୍ ଅଫ୍ ଫାୟାର୍’ ବା ଅଗ୍ନିଚକ୍ର
ଆସନ୍ତା ମାସ ୧୪ରେ ହେବ ଏକ ବିରଳ ବାର୍ଷିକ ସୂର୍ଯ୍ୟ ପରାଗ। ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହେବ। ଏହି ସମୟରେ ମହାକାଶରେ ଏକ ମହାଜାଗତିକ ରୂପ ଦେଖିବାକୁ ମିଳିବ ଯାହାକୁ 'ରିଙ୍ଗ୍ ଅଫ୍ ଫାୟାର୍' ବା ଅଗ୍ନିଚକ୍ର କୁହାଯାଉଛି।