Tag : soup

LIFESTYLE

ପ୍ରତିଦିନ ଟମାଟୋ ସୁପ୍‌ ପିଇବାଦ୍ଵାରା ମିଳିଥାଏ ଏହି ସବୁ ଉପକାର! ଜାଣନ୍ତୁ

ENO Beuro
ଭାରତୀୟ ଖାଦ୍ୟରେ ଟମାଟୋ ସୁପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି। ଭାରତୀୟ ବ୍ୟଞ୍ଜନ ଦେଶ ବିଦେଶରେ ସବୁଠି ପରିଚିତ। ଭାରତୀୟ ଖାଦ୍ୟକୁ ବିଦେଶୀମାନେ ବି ବେଶ୍ ପସନ୍ଦକରିଥାନ୍ତି। ତେବେ ଏହି ଭାରତୀୟ ବ୍ୟଞ୍ଜନରେ ସୁପ୍‌ର