Tag Archives: southafrica

Archives

  • କେପ୍‌ଟାଉନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୭୨ ରନ୍‌ରେ ପରାସ୍ତ

    ରବିବାର ବର୍ଷା ଦେଇଥିବା ଆଶା ସୋମବାର ପାଣି ଫୋଟକା ଭଳି ଉଭେଇଗଲା। ଅଭିଜ୍ଞ ଷ୍ଟେନ୍‌ ଆହତ ହୋଇ ବୋଲିଂ କରି ନଥିଲେ, କିନ୍ତୁ ଭାରତକୁ ସମାନ ପୁରୁଣା ଯନ୍ତ୍ରଣା ମିଳିଥିଲା। ଅଠରର ଅଠାକାଠି ଲଢ଼େଇରେ ଗୋଟିଏ ଦିନ ୧୮ ଓ୍ଵିକେଟ୍‌ର ପତନ ଭିତରେ ଭାରତ କେପ୍‌ ଟାଉନ୍‌ ଟେଷ୍ଟ୍‍କୁ ଅପ୍ରତ୍ୟାଶିତ ଭାବେ ୭୨ ରନ୍‌ରେ ହାରିଗଲା। ଗୋଟିଏ ଦିନ ଆଗରୁ ଏହି ଟେଷ୍ଟ୍‍ ଶେଷ ...