Tag Archives: sports

Archives

  • ଶୋଚନୀୟ ପରାଜୟ; ଭାରତ ୧୩୫ ରନରେ ପରାସ୍ତ

    ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। କେପଟାଉନ୍‌ ଟେଷ୍ଟକୁ ୭୨ ରନ୍‌ରେ ହାରିଥିବା ଭାରତ ସେଞ୍ଚୁରିଅନ୍‌ରେ ଖେଳା ଯାଇଥିବା ଦ୍ୱିତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରିଛି। ଏହି ଟେଷ୍ଟକୁ କୋହଲି ବାହିନୀ ...
  • ବିଜୟଲକ୍ଷ୍ୟରେ ଭାରତ

    ସେଞ୍ଚୁରିଅନ କେପଟାଉନ ଭଳି ସେଞ୍ଚୁରିଅନରେ ମଧ୍ୟ ଭାରତ ଅଠାକାଠିରେ ପଡ଼ିଛି। ଦକ୍ଷିଣ ଆଫ୍ରିକା ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଘରୋଇ ଦ୍ରୁତ ବୋଲରଙ୍କ ବଲ୍‌କୁ ବୁଝି ପାରୁ ନଥିବା ଭାରତ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ ହରାଇ ମାତ୍ର ୩୫ ରନ୍‌ କରିଛି। ଦୁଇ ପ୍ରାରମ୍ଭିକ ...