Loading...

ଆଜି କାଳିଆ ସାଆନ୍ତେଙ୍କ ନବାଙ୍କ ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଜି କାଳିଆ ସାଆନ୍ତେଙ୍କ ନବାଙ୍କ ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିରରେ ବର୍ଷକ ବାର ମାସରେ ତେର ପର୍ବ ପାଳନ କରାଯାଏ । ବର୍ଷ ତମାମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନାନାଦି ବେଶ କରାଯାଉଥିବା ବେଳେ ଆଜି (ଶୁକ୍ରବାର) ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

ଶୀତବସ୍ତ୍ର ପିନ୍ଧିବେ ଚତୁର୍ଦ୍ଧାମୁରତୀ

ଶୀତବସ୍ତ୍ର ପିନ୍ଧିବେ ଚତୁର୍ଦ୍ଧାମୁରତୀ

ମାର୍ଗଶୀର ମାସରୁ ଥଣ୍ଡା ବଢ଼ିଯାଏ । ଶୀତ ପ୍ରକୋପରୁ ବଞ୍ଚିବାକୁ ଲୋକେ ଶୀତବସ୍ତ୍ର ପିନ୍ଧନ୍ତି । ବଡ଼ଦେଉଳରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଠାକୁରଙ୍କୁ ମଧ୍ୟ ରହିଛି ଶୀତ ଭୟ ।