ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!
ବିଶ୍ଵକପର ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି । ଆଉ ଏଥିରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଶ୍ରୀଲଙ୍କା ଓ ବାଂଲାଦେଶ। ଏହି ମ୍ଯାଚ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଏବେ ବଡ ପ୍ରଶ୍ନ କଣ ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!