Loading...

ଛିଡୁନି ମନ୍ଦିର କଳି, ଆଜି ପୁଣି ଉପାସରେ ରହିବେ ପ୍ରଭୁ ଶ୍ରୀ ଲିଙ୍ଗରାଜ

ଛିଡୁନି ମନ୍ଦିର କଳି, ଆଜି ପୁଣି ଉପାସରେ ରହିବେ ପ୍ରଭୁ ଶ୍ରୀ ଲିଙ୍ଗରାଜ

ଛିଡୁନି ମନ୍ଦିର କଳି। ଗତ କିଛିଦିନ ହେବ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ବୁଝାମଣା ରହୁନଥିରୁ ପ୍ରଭୁଙ୍କୁ ଉପାସରେ ରହିବାକୁ ପଡୁଛି।