ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ହେଲା ମହାସ୍ନାନ
ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ମହାସ୍ନାନ । ଆଜି ମଙ୍ଗଳ ଆଳତୀ ପରେ ରତ୍ନ ସିଂହାସନ ଉପରେ ଥିବା ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିଯିବାରୁ ଠାକୁରଙ୍କୁ ମହାସ୍ନାନ କରାଯାଇଛି ।
Loading...
ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ମହାସ୍ନାନ । ଆଜି ମଙ୍ଗଳ ଆଳତୀ ପରେ ରତ୍ନ ସିଂହାସନ ଉପରେ ଥିବା ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିଯିବାରୁ ଠାକୁରଙ୍କୁ ମହାସ୍ନାନ କରାଯାଇଛି ।
ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ।
ଆନନ୍ଦବଜାରରେ ଅଣସୁଆରଙ୍କ ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା। କେବଳ ସ୍ବତ୍ବଲିପି ସ୍ୱୀକୃତ ସୁଆର ମହସୁଆରଙ୍କୁ ମହାପ୍ରସାଦ ବିକ୍ରି ପାଇଁ ମିଳିବ ଅନୁମତି। ଏଥିସହ କେବଳ ତାଲିକା ଅନୁସାରେ ବୋଝିଆଙ୍କୁ ମିଳିବ ଅନୁମତି।
ଆଜି ଦୋଳଉତ୍ସବ ଓ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ସିଂହଦ୍ଵାରରେ ଭକ୍ତଙ୍କ ପ୍ରବଳ ଭିଡ ସମାଗମ ହୋଇଥିଲା। ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିବା ପରେ ଭକ୍ତଙ୍କ ଧୈର୍ଯ୍ୟ ଚ୍ୟୂତି ଘଟି ପ୍ରବଳ ଠେଲା ପେଲା ହୋଇଥିଲେ।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରାଯିବ ।
ଆଜି ଅପରାହ୍ନ ସାଢ଼େ ୪ଟାରେ ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଏହି ବୈଠକ ବସିବ ।
ଶ୍ରୀମନ୍ଦିରରେ କମିଲା ଦର୍ଶନ ସମୟ । ରାଜ୍ୟରେ ଆଜିଠୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।