Loading...

ଶ୍ରୀମନ୍ଦିରରେ ସେବାୟତ ବିବାଦ : ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ

ଶ୍ରୀମନ୍ଦିରରେ ସେବାୟତ ବିବାଦ : ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ

ଜଣେ ସିଂହାରୀ ସେବାୟତ ଅଜାତିରେ ବିବାହ କରିଥିଲେ। ଫଳରେ ସେବାୟତ ସଂପ୍ରଦାୟର ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ମହାପ୍ରଭୁଙ୍କ ନୀତି କରିବାକୁ ବାରଣ କରାଯାଇଥିଲା।