Loading...

ବଡ ଦାଣ୍ଡରେ ଆଜି ଓ କାଲି ଦୁଇଦିନ ବନ୍ଦ ରହିବ ସମସ୍ତ ଦୋକାନ

ବଡ ଦାଣ୍ଡରେ ଆଜି ଓ କାଲି ଦୁଇଦିନ ବନ୍ଦ ରହିବ ସମସ୍ତ ଦୋକାନ

ବଡ଼ଦାଣ୍ଡରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଦିନକ ପରେ ନୂଆବର୍ଷ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି ।