Tag : srimandir

News

ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ତଣ୍ଡ ଗଣିଲେ ଚାରି ଜଣ ଯବାନ

ENO Beuro
ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ଚାରି ଜଣ ଯବାନ ତଣ୍ଡ ଗଣିଛନ୍ତି। ଜାନୁଆରୀ ପହିଲାରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା। ଦର୍ଶନ ପାଇଁ ମୁତୟନ ଆଇଆରବି ଯବାନଙ୍କ ମଧ୍ୟରୁ ୪ଜଣ ମୋବାଇଲ ବାହାର କରି ଭିତର
News

ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି,ରାତି ୨ଟାରୁ ଆରମ୍ଭ ହେବ ଦର୍ଶନ

ENO Beuro
ଆଉ ମାତ୍ର କିଛି ମୁହୂର୍ତ୍ତ ପରେ ସ୍ପର୍ଶ କରିବ ନୂଆବର୍ଷ। ସହରକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଥିବାବେଳେ ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଡିସେମ୍ବର ୩୧
News

ସେବାୟତଙ୍କ ଦାଦାଗିରି,ମହାପ୍ରଭୁ ୧୪ ଘଣ୍ଟା ଉପାସ

ENO Beuro
ଶ୍ରୀମନ୍ଦିର ଇତିହାସରେ ପ୍ରଥମ ସେବାୟତଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଶେଷରେ ନେଇଛି ବିସ୍ଫୋରକ ରୂପ। ଶୁକ୍ରବାର ଶ୍ରୀମନ୍ଦିରରେ ଘଟିଛି ଚରମ ବିଶୃଙ୍ଖଳା। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ଜିଦ୍‌ଖୋର ମନୋଭାବ ଯୋଗୁ ମହାପ୍ରଭୁ ଦିନସାରା ଉପବାସ
News

ସକାଳୁ ଖୋଲିଲାନି ଶ୍ରୀମନ୍ଦିର,ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତ ନିରାଶ

ENO Beuro
ସକାଳୁ ଖୋଲିନଥିଲା ଶ୍ରୀମନ୍ଦିର। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠପ୍ । ଶ୍ରୀଜୀଉଙ୍କୁ ଦର୍ଶନ ନକରିପାରି ଭକ୍ତ ନିରାଶ । ନୂଆବର୍ଷ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଭକ୍ତ କିନ୍ତୁ
News

ନୂଆ ବର୍ଷରେ ନୂଆ ଅବଢା ଦର, ଆରମ୍ଭ ହେବ ଅନଲାଇନ ଟିକେଟ ଦର୍ଶନ ବ୍ୟବସ୍ଥା

ENO Beuro
ନୂଆ ବର୍ଷରେ ଶ୍ରୀମନ୍ଦିରରେ ଲାଗୁହେବ ନୂଆ ବ୍ୟବସ୍ଥା। ଶ୍ରୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା। ଏଥିସହ ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ। ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା
News

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ENO Beuro
ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। କଡ଼ା ନିୟମ ସତ୍ତ୍ୱେ ବି ଏହା ହୋଇଛି। ବେଙ୍ଗାଲୁର୍‌ର ମେଘା ଲୁଥ୍ରା ନାମ୍ନୀ ଜଣେ ମହିଳାଙ୍କ ଫେସ୍‌ବୁକ ଆକାଉଣ୍ଟରେ ରହିଥିବା ଏହି ଫଟୋ ଶ୍ରୀମନ୍ଦିର ଭିତର
News

ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିର ସେବାୟତ

ENO Beuro
ଇଚ୍ଛାମୃତ୍ୟୁ ମାଗିଲେ ସେବାୟତ  ପୁରୀ ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ଦାନ ଦକ୍ଷିଣା ଥାଳକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବାରୁ ଏବେ ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ସେବାୟତ । ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରିବା
News

ଶ୍ରୀଅଙ୍ଗକୁ ବିପଦ ମୂଷା:ଯନ୍ତା ବସୁଛି,ଧରାପଡୁନାହାନ୍ତି

ENO Beuro
ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବିପଦ ହୋଇଛନ୍ତି ମୂଷା।ମାନେ ଗର୍ଭଗୃହରେ ବୁଲୁଛନ୍ତି। ପାହଡପରେ ରତ୍ନସିଂହାସନକୁ ଆସି ଡିଆଁ ମାରୁଛନ୍ତି। ମୂଷାଙ୍କୁ ଆକର୍ଷିତ କରିବା ଲାଗି ଯନ୍ତାରେ କଖାରୁ ଲାଗିଛି। ହେଲେ ମୂଷା ଖାଇବାକୁ ଆସୁନାହାନ୍ତି । ଫଳରେ
News

ଆଜିଠୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ

ENO Beuro
ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଆଜି ଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା। ଏଥିପାଇଁ ବାଇଶି ପାହାଚରୁ କୀର୍ତ୍ତନ ଚକଡ଼ା ଯାଏଁ ଧାଡ଼ି ଦର୍ଶନର ବ୍ୟବସ୍ଥା ସରିଛି।
News

ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

ENO Beuro
ଆସନ୍ତା ଅକ୍ଟୋବର ୧ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା । ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଗୁରୁବାର ଅନୁଷ୍ଠିତ