Loading...

ଆସନ୍ତା ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟସରକାରଙ୍କୁ ଗଜପତିଙ୍କ ପ୍ରସ୍ତାବ

ଆସନ୍ତା ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟସରକାରଙ୍କୁ ଗଜପତିଙ୍କ ପ୍ରସ୍ତାବ

ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମଣତି କରାଯିବ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପାଖେ ଲାଗିହେବ ସପ୍ତପୁରୀ ଭୋଗ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପାଖେ ଲାଗିହେବ ସପ୍ତପୁରୀ ଭୋଗ

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଏହି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ସପ୍ତପୁରୀ ଭୋଗ କରାଯିବ।

କାରୋନା ପରଠୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଣ୍ଟନ ହେଉଥିବା ମାଗଣା ମହାପ୍ରସାଦ ବନ୍ଦ କଲା କିଏ!

କାରୋନା ପରଠୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଣ୍ଟନ ହେଉଥିବା ମାଗଣା ମହାପ୍ରସାଦ ବନ୍ଦ କଲା କିଏ!

ଜଗାର ଟିକିଏ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଭକ୍ତଗଣ ଆଉ ମହାପ୍ରସାଦ ପାଇ ଆତ୍ମା ତୃପ୍ତି କରି ଖୁସିରେ ଘରକୁ ଫେରିଯାନ୍ତି।

ଭିତର ବେଢ଼ା ଭିଡିଓ ଭାଇରାଲ୍‌ ହେବାର ଦିନକ ପରେ ଭାଇରାଲ ହେଉଛି ଆନନ୍ଦବଜାରର ଭିଡିଓ

ଭିତର ବେଢ଼ା ଭିଡିଓ ଭାଇରାଲ୍‌ ହେବାର ଦିନକ ପରେ ଭାଇରାଲ ହେଉଛି ଆନନ୍ଦବଜାରର ଭିଡିଓ

ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ଭାଇରାଲ୍‌ ହେବାର ଦିନକ ପରେ ଶ୍ରୀମନ୍ଦିର ଭିତରର ଆଉ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଆନନ୍ଦବଜାରରୁ ଉତ୍ତୋଳିତ ହୋଇଛି। ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଭାଇରାଲ୍‌ କରିଥିବା ରୋହିତ ଜୟଶ୍ବାଲ୍‌ ଆନନ୍ଦବଜାରର ଏହି ଭିଡିଓ ଭାଇରାଲ୍‌ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ମିଳିଲା ଅନୁମତି

ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ମିଳିଲା ଅନୁମତି

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଫିସ୍ କୋଠା ନିର୍ମାଣ ପାଇଁ ଜାତୀୟ ଏତିହ୍ୟ ପ୍ରାଧିକରଣ(ଏନଏମଏ) ଅନୁମତି ଦେଇଛନ୍ତି । ଏହାସହ ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ୩୦ଟି ମଠର ନିର୍ମାଣକୁ ବି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ଅନୁମତି ପ୍ରଦାନ କରିଛନ୍ତି।

ଅବ୍ୟବସ୍ଥା ଘେରରେ ଶ୍ରୀମନ୍ଦିର ରାସ୍ତା , କେମିତି ହେବ ଜଗନ୍ନାଥଙ୍କ ଚନ୍ଦନ ଜାତ ଓ ରଥାନୁକୁଳ

ଅବ୍ୟବସ୍ଥା ଘେରରେ ଶ୍ରୀମନ୍ଦିର ରାସ୍ତା , କେମିତି ହେବ ଜଗନ୍ନାଥଙ୍କ ଚନ୍ଦନ ଜାତ ଓ ରଥାନୁକୁଳ

ମୁଣ୍ଡ ଉପରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତଥାପି ଅଧାପନ୍ତରିଆ ଭାବେ ପଡ଼ିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନୟନ କାର୍ଯ୍ୟ। ଚାରିଆଡ଼ ଖାଲଖମାରେ ଭର୍ତ୍ତି।

ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା

ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା

ଭକ୍ତମାନେ ସିଧାସଳଖ ବଡଦାଣ୍ଡରୁ ସିଂହଦ୍ୱାର ସମ୍ମୁଖରେ ପତିତପାବନ ଦର୍ଶନ କରୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଜାନୁଆରୀ ୭ ତାରିଖରୁ ଶ୍ରୀନଅରଠାରୁ ରାସ୍ତା ବନ୍ଦ କରାଯାଇଥିଲା ।