Loading...

ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ  ଦିନ ଓ ରାତି ପାହୁଡ ବାତିଲ କରିବ ପ୍ରଶାସନ

ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଦିନ ଓ ରାତି ପାହୁଡ ବାତିଲ କରିବ ପ୍ରଶାସନ

ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ଭକ୍ତମାନଙ୍କ ସୁଅ ଛୁଟିବ। ତେଣୁ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ଆଜି ନୀତି ସବ୍‌କମିଟି ବୈଠକରେ କିଛି ନୀତିର ସମୟ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା।

ଆଜି ପ୍ରଥମାଷ୍ଟମୀ: ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର

ଆଜି ପ୍ରଥମାଷ୍ଟମୀ: ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର

ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପଢୁଆଁ ହେବେ ଶ୍ରୀଜିଉ । ଶ୍ରୀଜିଉଙ୍କ ମାମୁଁଘର ନିଆଳି ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଆସିଛି ପ୍ରଥମାଷ୍ଟମୀ ଭାର । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ଆସିଛି ମାମୁଁଘରୁ ।

ଅବଢା ରୋଷେଇ ପାଇଁ ନାହିଁ କାଠ, ଅବଢ଼ା ନ ରାନ୍ଧିବାକୁ ଧମକ ଦେଲେଣି ସୁଆର ମହାସୁଆର ନିଯୋଗ

ଅବଢା ରୋଷେଇ ପାଇଁ ନାହିଁ କାଠ, ଅବଢ଼ା ନ ରାନ୍ଧିବାକୁ ଧମକ ଦେଲେଣି ସୁଆର ମହାସୁଆର ନିଯୋଗ

ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆରଙ୍କ ଆଭିଯୋଗର କେତେକ ତାଲିକା ଆମେ ନିମ୍ନରେ ପ୍ରଦାନ କରୁଛୁ

ଆନନ୍ଦ ବଜାରରେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀଙ୍କର ଆଜିଠୁ କମିବ ଦୌରାତ୍ମ୍ୟ

ଆନନ୍ଦ ବଜାରରେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀଙ୍କର ଆଜିଠୁ କମିବ ଦୌରାତ୍ମ୍ୟ

ପ୍ରତିଦିନ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରସାଦ କିଣିବାରେ ଶୋଷଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହୋଇଆସୁଛି। ଅଣ ସେବାୟତଙ୍କ ସହ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଆସୁଛି।

ଆଇନ ବିଭାଗ ପାଖରେ ହଜିଯାଇଛି ଶ୍ରୀମନ୍ଦିର ପ୍ରଶାସନ ଫାଇଲ

ଆଇନ ବିଭାଗ ପାଖରେ ହଜିଯାଇଛି ଶ୍ରୀମନ୍ଦିର ପ୍ରଶାସନ ଫାଇଲ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଭଳି ଜଗନ୍ନାଥ ମନ୍ଦିର ପ୍ରଶାସନର ୨ଟି ଫାଇଲର ପତ୍ତା ମିଳୁନାହିଁ। ଏ ନେଇ ଆଇନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ବିପଦରେ ଶ୍ରୀମନ୍ଦିର, ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ

ବିପଦରେ ଶ୍ରୀମନ୍ଦିର, ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ

ଓଡିଶାର ୪ କୋଟି ଲୋକଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ବିପଦରେ।କେବଳ ରତ୍ନଭଣ୍ଡାର ନୁହେଁ ମନ୍ଦିରର ବାହାର ପାର୍ଶ୍ଵ ମଧ୍ୟ ବିପଦରେ। କେଉଁଠୁ କାନ୍ଥ, ଛାତରୁ ଛେଲା ଛେଲା ସିମେଣ୍ଟ ଖସିଛି ତ କେଉଁଠି ସିଲିଂ ଭାରା ଭାଙ୍ଗିଯାଇଛି।