News

କାଶ୍ମୀର ଘାଟି ପୁଣି ଅଶାନ୍ତ:ନମାଜ ପାଠ ପରେ ପୁଲିସ ଓ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

ENO Beuro
ଉଡ଼ିଲା ପାକିସ୍ତାନ ପତକା ଆଜି ହେଉଛି ଇଦ-ଉଲ-ଜୁହା । ଆଉ ଏହି ସମୟରେ କାଶ୍ମୀର ଘାଟି ପୁଣି ଅଶାନ୍ତ ହୋଇଛି । ଅନନ୍ତନାଗରେ ସୁରକ୍ଷା କର୍ମୀଙ୍କ ଉପରକୁ ପଥରମାଡ କରିଛନ୍ତି ଅସାମାଜିକ ତତ୍ୱ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More