ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଏଣିକି ମନ୍ଦିର ମସଜିଦ୍ର ମାଇକ୍ରେ ଉଠିବେ ଛାତ୍ରଛାତ୍ରୀ
ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସକାଳୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ବାରରୁ ମାଇକ୍ରେ ଡକାଯିବ । ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ହରିୟାଣା ଶିକ୍ଷା ବିଭାଗ ।