Tag : summer rashes

LIFESTYLE

ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ସମ୍ପର୍କରେ

Ratnamani Moharana
ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖରାଦିନେ ମୁଖ୍ୟ ସମସ୍ୟା ହେଉଛି ଚର୍ମ ରୋଗ। ଏହି ସମସ୍ୟା ଭିତରେ ଘିମିରି ଅନ୍ୟତମ। ଗରମ ଦିନରେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ, ଆସନ୍ତୁ ତା’ର