Tag Archives: Summer season beauty tips

Archives

  • ଗ୍ରୀଷ୍ମ ଦିନରେ କିପରି କରିବେ ସୌନ୍ଦର୍ଯ୍ୟ ଚର୍ଚା ?

    ଗ୍ରୀଷ୍ମ ଦିନରେ ସୂର୍ଯ୍ୟରଶ୍ମୀର ପ୍ରଖରତା କାରଣରୁ ତ୍ଵଚା ମଳିନ ପଡିଥାଏ । କେବଳ ଯେ ସନସ୍କ୍ରିନ ଲଗାଇବା ଏଥିପାଇଁ ପ୍ରମୁଖ ଆବଶ୍ୟକତା , ତା ‘ ନୁହେଁ । ବରଂ ନିଜ ଖାଦ୍ୟ ପାନୀୟ ପ୍ରତି ସଚେତନ ହେବା ମଧ୍ୟ ଜରୁରୀ । ସଠିକ ସମୟରେ ଖାଇବା ଓ ଶୋଇବା ମଧ୍ୟ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମ ଦିନେ ନିଜ ତ୍ଵଚାର ଯତ୍ନ କିପରି ନେବେ ? ...