ନ୍ୟୁଜ୍ ଜୁନ୍ ବଦଳରେ ମେ’ରେ ଖରା ଛୁଟି କରିବା ପ୍ରସ୍ତାବର ପ୍ରତିକ୍ରିୟା ରଖିଲେ ଶିକ୍ଷାମନ୍ତ୍ରୀ 22 Apr, 2022 10 mins read 391 views ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ସ୍କୁଲମାନଙ୍କରେ ଜୁନରେ 11 ଦିନିଆ ଖରାଦିନ ଛୁଟି ଘୋଷଣା ହୋଇଛି । ଯାହାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।