Loading...

ଏଣିକି ୪୫ ଦିନ ନୁହେଁ ପିଲାଙ୍କୁ ମିଳିବ ୧୦ ଦିନ ଖରାଛୁଟି

ଏଣିକି ୪୫ ଦିନ ନୁହେଁ ପିଲାଙ୍କୁ ମିଳିବ ୧୦ ଦିନ ଖରାଛୁଟି

ଏଥର ମାତ୍ର ୧୦ ଦିନ ଖରାଛୁଟି। ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।