Tag Archives: sunabesh of lord ja

Archives

  • ଆଜି ଦୋଳ ପୂର୍ଣ୍ଣିମା ,ସୁନାବେଶ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

    ଆଜି ଫଗୁଣର ପର୍ବ ଦୋଳ ପୂର୍ଣ୍ଣିମା ଭାରତର ବିଭିନ୍ନ ପ୍ରାନ୍ତରେ ଦୋଳ ପୂର୍ଣ୍ଣିମା ପର୍ବ ସମାରୋହରେ ପାଳିତ ହୋଇଆସୁଛି। ଫାଲଗୁନ୍ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ଶ୍ରୀରାଧା ଓ କୃଷ୍ଣଙ୍କ ନିକଟ‌ରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ। ଆଜି ମହାପ୍ରଭୁଙ୍କ ଅଗ୍ନିଉତ୍ସବ ସରିଛି । ଏହାକୁ ...