News

ପୁଣି ମଣିଷ ମାରିଲା ‘ସୁନ୍ଦରୀ’

ENO Beuro
ସୁନ୍ଦରୀ ହଟାଓ ଦାବିରେ ରାସ୍ତାରୋକ ପୁଲିସ-ଜନତା ଖଣ୍ଡଯୁଦ୍ଧ ବାନ୍ଧବଗଡର ହିଂସ୍ର ବାଘୁଣୀ ‘ସୁନ୍ଦରୀ’ ଦ୍ଵିତୀୟ ଥର ପାଇଁ ମଣିଷ ମାରିଛି। ଅନୁଗୁଳ ଟାଇଁସି ପଞ୍ଚାୟତ ନୂଆପଡା ଅଞ୍ଚଳରେ ପୁଣି ଆତଙ୍କ ମଚାଇଛି ବାଘୁଣୀ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More